or_tn/jhn/09/34.md

958 B

You were completely born in sins, and you are teaching us?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଏହା ମଧ୍ୟ ସୂଚାଇ ଦିଏ ଯେ ବ୍ୟକ୍ତି ଜଣକ ତାହାର ବାପାମାଆଙ୍କ ପାପ ସକାଶୁ ଜନ୍ମାନ୍ଧ ଥିଲା I ଅନ୍ୟ ଏକ ଅନୁବାଦରେ: “ତୁ ତୋର ବାପାମାଆଙ୍କ ପାପ ସକାଶୁ ଅନ୍ଧହୋଇ ଜନ୍ମ ହୋଇଥିଲୁ I ତୁ ଆମ୍ଭମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଯୋଗ୍ୟ ନୋହୁଁ !” (ଦେଖ: rc://*/ta/man/translate/figs-rquestion)

they threw him out

ସେମାନେ ତାହାଙ୍କୁ ସମାଜଗୃହରୁ ବାହାର କରିଦେଲେ