or_tn/jhn/09/32.md

8 lines
715 B
Markdown

# Connecting Statement:
ଅନ୍ଧ ବ୍ୟକ୍ତି ଜଣକ ଯିହୂଦୀମାନଙ୍କ ସହିତ କଥାବାର୍ତ୍ତା ଜାରି ରଖିଛି I
# it has never been heard that anyone opened
ଏହା ଏକ କର୍ମବାଚ୍ୟ ଉକ୍ତି ଅଟେ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେକେହି ଜନ୍ମାନ୍ଧ ବ୍ୟକ୍ତିକୁ ସୁସ୍ଥ କରିଥିବା ବିଷୟ କେହି କେବେ ଶୁଣିନାହିଁ” (ଦେଖ: [[rc://*/ta/man/translate/figs-activepassive]])