or_tn/jhn/09/28.md

8 lines
575 B
Markdown

# You are his disciple
ତୁ ଯୀଶୁଙ୍କ ଅନୁଗମନ କରୁଅଛୁ!
# but we are disciples of Moses
ଏଠାରେ “ଆମ୍ଭେମାନେ” ସର୍ବନାମ ନିର୍ଦ୍ଦିଷ୍ଟ ଅଟେ I ଯିହୂଦୀ ନେତାମାନେ କେବଳ ଆପଣା ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଆମ୍ଭେମାନେ ମୋଶାଙ୍କ ଅନୁଗମନ କରୁଅଛୁ” (ଦେଖ: [[rc://*/ta/man/translate/figs-exclusive]])