or_tn/jhn/09/22.md

2.1 KiB
Raw Permalink Blame History

General Information:

ପଦରେ ମୁଖ୍ୟ ବିବରଣୀର ଧାରାରେ ଏକ ବିରତି ଅଛି, ଯେଉଁଥିରେ ଯୋହନ ବ୍ୟକ୍ତିର ପିତାମାତା ଯିହୂଦୀମାନଙ୍କ ସକାଶୁ ଭୟଭୀତ ହେବା ସମ୍ବନ୍ଧରେ ପୃଷ୍ଠଭୂମି ସୂଚନା ଦେଉଛନ୍ତି I (ଦେଖ: rc://*/ta/man/translate/writing-background)

they were afraid of the Jews

ଏଠାରେ “ଯିହୂଦୀ ନେତାମାନେ” ନିମନ୍ତେ “ଯିହୁଦୀମାନେ” ଏକ ରୂପକ ଅଟେ ଯେଉଁମାନେ ଯୀଶୁଙ୍କୁ ବିରୋଧ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀମାନେ ସେମାନଙ୍କ ପ୍ରତି କ”ଣ କରିବେ, ସେ ବିଷୟରେ ସେମାନେ ଭୟଭୀତ ହେଲେ” (ଦେଖ: rc://*/ta/man/translate/figs-synecdoche)

afraid

ଏହା ଜଣେ ବ୍ୟକ୍ତିର ଅସୁଖକର ଭାବକୁ ବୁଝାଏ ଯେତେବେଳେ ଆପଣା ପ୍ରତି ବା ଅନ୍ୟ ପ୍ରତି ଅନିଷ୍ଟର ଏକ ଧମକ ହେଲେ I

would confess him to be the Christ

ସେ ସ୍ବୀକାର କରେ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି

he would be thrown out of the synagogue

ଏଠାରେ ସମାଜଗୃହରେ ପ୍ରବେଶ ନିମନ୍ତେ ଅନୁମତି ପାଇ ନଥିବା ଲୋକମାନଙ୍କ ଏକ ଦଳ ଯେଉଁମାନେ ସମାଜଗୃହରେ ଉପାସନାରେ ସହଭାଗୀ ଦଳ ନିମନ୍ତେ “ସମାଜଚ୍ୟୁତ ହେବା” ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତାହାକୁ ସମାଜଗୃହରେ ପ୍ରବେଶ କରିବାକୁ ଦିଆଯିବ ନାହିଁ” କିମ୍ବା “ସେ ଆଉ ସମାଜଗୃହର ସହଭାଗିତାରେ ରହିବ ନାହିଁ”(ଦେଖ: rc://*/ta/man/translate/figs-metaphor)