or_tn/jhn/09/16.md

1.7 KiB

General Information:

୧୮ ପଦରେ ମୁଖ୍ୟ ଘଟଣା ଧାରାରେ ଏକ ବିରତି ହୁଏ, ଯେଉଁଥିରେ ଯୋହନ ଯିହୂଦୀମାନଙ୍କ ଅବିଶ୍ବାସ ସମ୍ବନ୍ଧରେ ପୃଷ୍ଠଭୂମିର ସୂଚନା ଦେଉଛନ୍ତି I (ଦେଖ: rc://*/ta/man/translate/writing-background)

he does not keep the Sabbath

ଏହାର ଅର୍ଥ ଯିହୂଦୀମାନଙ୍କ ବିଶ୍ରାମବାରରେ କାର୍ଯ୍ୟ ନକରିବା ବିଷୟରେ ଯୀଶୁ ବ୍ୟବସ୍ଥା ପାଳନ କରୁ ନାହାନ୍ତି I

How can a man who is a sinner do such signs?

ଏହି ଟିପ୍ପଣୀକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି ଯେ ଯୀଶୁଙ୍କ ଆଶ୍ଚର୍ଯ୍ୟକର୍ମ ସବୁ ସେ ଜଣେ ପାପୀ ନଥିବା ପ୍ରମାଣିତ କରେ I ଅନ୍ୟ ଏକ ଅନୁବାଦରେ: “ଜଣେ ପାପୀ ଏଭଳି ଆଶ୍ଚର୍ଯ୍ୟକର୍ମ କରିପାରିବ ନାହିଁ !” (ଦେଖ: rc://*/ta/man/translate/figs-rquestion)

signs

ଏହା ଆଶ୍ଚର୍ଯ୍ୟକର୍ମ ନିମନ୍ତେ ଅନ୍ୟ ଏକ ଶବ୍ଦ ଅଟେ I “ଆଶ୍ଚର୍ଯ୍ୟକର୍ମ ସମୁହ” ପ୍ରମାଣ ଦିଅନ୍ତି ଯେ ଈଶ୍ବର ସର୍ବଶକ୍ତିମାନ୍ ଯାହାଙ୍କର ସମଗ୍ର ବିଶ୍ବ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି I