or_tn/jhn/09/04.md

933 B

We

ଏହି “ଆମ୍ଭେମାନେ” ଶବ୍ଦ ଉଭୟ ଯୀଶୁ ଓ ସେ କହୁଥିବା ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)

day ... Night

ଏଠାରେ “ଦିନ” ଓ “ରାତ୍ରି” ରୂପକ ଅଟନ୍ତି I ଯୀଶୁ ସମୟକୁ ତୁଳନା କରୁଛନ୍ତି ଯେତେବେଳେ ଲୋକମାନେ ଈଶ୍ବରଙ୍କ କର୍ମ କରି ପାରୁଥିବା ଦିବାସମୟ ଅଟେ, ଅର୍ଥାତ୍, ଯେତେବେଳେ ଲୋକମାନେ ସାଧାରଣତଃ କାର୍ଯ୍ୟ କରନ୍ତି ଓ ରାତ୍ର ସମୟକୁ ଯେତେବେଳେ ସେମାନେ ଈଶ୍ବରଙ୍କ କାର୍ଯ୍ୟ କରିପାରୁ ନାହାନ୍ତି I (ଦେଖ: rc://*/ta/man/translate/figs-metaphor)