or_tn/jhn/08/57.md

1.4 KiB

Connecting Statement:

ଏହା ଯୀଶୁ ମନ୍ଦିରରେ ଯିହୂଦୀମାନଙ୍କ ସହିତ କଥା କହୁଥିବା ବିଷୟରେ ଯୋହନ ୮:୧୨ରେ ଆରମ୍ଭ ହୋଇଥିବା କାହାଣୀର ଅଂଶର ପରିସମାପ୍ତି ଅଟେ I

The Jews said to him

ଏଠାରେ “ଯିହୂଦୀନେତାମାନଙ୍କୁ” ବୁଝାଇବା ନିମନ୍ତେ “ଯିହୁଦୀ” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ ତାହାଙ୍କୁ କହିଲେ”(ଦେଖ: rc://*/ta/man/translate/figs-synecdoche)

You are not yet fifty years old, and you have seen Abraham?

ଯିହୁଦୀ ନେତାମାନେ ସେମାନଙ୍କ ଚକିତ ବିଷୟକୁ ପ୍ରକାଶ କରିବା ନିମନ୍ତେ ଏହି ପ୍ରଶ୍ନର ବ୍ୟବହାର କରନ୍ତି ଯେ ଯୀଶୁ ଅବ୍ରାହାମଙ୍କୁ ଦେଖିଥିବା ଦାବୀ କରନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମର ବୟସ ପଚାଶ ବର୍ଷ ହୋଇନାହିଁ I ତୁମେ ଅବ୍ରାହାମଙ୍କୁ ଦେଖିପାରୀ ନଥିବ !” (ଦେଖ: rc://*/ta/man/translate/figs-rquestion)