or_tn/jhn/08/53.md

1.3 KiB

You are not greater than our father Abraham who died, are you?

ଯିହୁଦୀ ନେତାମାନେ ଗୁରୁତ୍ବାରୋପ କରିବା ନିମନ୍ତେ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି ଯେ ଯୀଶୁ ଅବ୍ରାହାମଙ୍କଠାରୁ ଶ୍ରେଷ୍ଠ ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେ ନିଶ୍ଚିତ ଭାବରେ ଆମ୍ଭମାନଙ୍କ ପିତା ଅବ୍ରାହାମଙ୍କଠାରୁ ଶ୍ରେଷ୍ଠ ନୁହଁ, ଯେ ନିଶ୍ଚିତରୂପେ ମୃତ୍ୟୁଭୋଗ କଲେ” (ଦେଖ: rc://*/ta/man/translate/figs-rquestion)

father

ପିତୃପୁରୁଷ

Who do you make yourself out to be?

ଯିହୁଦୀମାନେ ଯୀଶୁ ଏପରି ଭାବୁଥିବା ହେତୁ ତାହାଙ୍କୁ ଅନୁଯୋଗ କରି ଏହି ପ୍ରଶ୍ନ ବ୍ୟବହାର କରନ୍ତି ଯେ ସେ ଅବ୍ରାହାମଙ୍କଠାରୁ ଅଧିକ ଶ୍ରେଷ୍ଠ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେ ଭାବିବା ଉଚିତ ନୁହେ ଯେ ତୁମେ ଅଧିକ ଶ୍ରେଷ୍ଠ !” (ଦେଖ: rc://*/ta/man/translate/figs-rquestion)