or_tn/jhn/08/51.md

970 B

Truly, truly

ଦେଖ ତୁମେ ଏହାକୁ କିପରି ଯୋହନ ୧:୫୧ରେ ଅନୁବାଦ କରିଅଛ I

keeps my word

ଏଠାରେ ଯୀଶୁଙ୍କ “ଶିକ୍ଷା” ନିମନ୍ତେ “ବାକ୍ୟ” ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ; “ମୋହର ଶିକ୍ଷା ପାଳନ କର” କିମ୍ବା “ମୁଁ ଯାହା କହୁଅଛି, ତାହା କରେ” (ଦେଖ: rc://*/ta/man/translate/figs-metonymy)

see death

ଏହା ଏକ ରୂଢ଼ି ଅଟେ, ଯାହାର ଅର୍ଥ ମୃତ୍ୟୁକୁ ଦର୍ଶନ କରିବା I ଏଠାରେ ଯୀଶୁ ଆତ୍ମିକ ମୃତ୍ୟୁକୁ ଦର୍ଶାଉଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆତ୍ମିକ ଭାବରେ ମୃତ୍ୟୁ” (ଦେଖ: rc://*/ta/man/translate/figs-idiom)