or_tn/jhn/08/48.md

967 B

The Jews

“ଯିହୂଦୀମାନେ” ଶବ୍ଦଟି ଯୀଶୁଙ୍କୁ ବିରୋଧ କରୁଥିବା “ଯିହୂଦୀ ନେତାମାନଙ୍କୁ” ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ” (ଦେଖ: rc://*/ta/man/translate/figs-synecdoche)

Do we not truly say that you are a Samaritan and have a demon?

ଯୀଶୁଙ୍କୁ ଦୋଷାରୋପ ଓ ଅସମ୍ମାନ କରିବା ନିମନ୍ତେ ଯିହୂଦୀ ନେତାମାନେ ଏହି ପ୍ରଶ୍ନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ନିଶ୍ଚିତଭାବେ କହୁଅଛୁ ଯେ ତୁ ଜଣେ ଶମିରୋଣୀୟ ଓ ତୋ ଭିତରେ ଏକ ଭୂତାତ୍ମା ବାସ କରୁଅଛି !” (ଦେଖ: rc://*/ta/man/translate/figs-rquestion)