or_tn/jhn/08/41.md

1.6 KiB

You do the works of your father

ଯୀଶୁ ସୂଚାଇ ଦେଉଛନ୍ତି ଯେ ଶୟତାନ ସେମାନଙ୍କ ପିତା ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ନା ! ତୁମ୍ଭେମାନେ ତୁମ୍ଭମାନଙ୍କ ପ୍ରକୃତ ପିତା କରିଥିବା ବିଷୟ ସବୁ କରୁଅଛ” (ଦେଖ: rc://*/ta/man/translate/figs-explicit)

We were not born in sexual immorality

ଏଠାରେ ଯିହୂଦୀ ନେତାମାନେ ସୂଚାଉଛନ୍ତି ଯେ ଯୀଶୁ ତାହାଙ୍କ ପ୍ରକୃତ ପିତା କିଏ, ତାହା ଜାଣନ୍ତି ନାହିଁ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ତୁମ୍ଭ ବିଷୟରେ ଜାଣୁନାହୁଁ, କିନ୍ତୁ ଆମ୍ଭେମାନେ ଜାରଜ ସନ୍ତାନ ନୋହୁଁ” କିମ୍ବା “ଆମ୍ଭେମାନେ ସମସ୍ତେ ଯଥାର୍ଥଭାବେ ବିବାହିତ ପିତାମାତାଙ୍କଠାରୁ ଜନ୍ମ ହୋଇଅଛୁ” (ଦେଖ: rc://*/ta/man/translate/figs-explicit)

we have one Father: God

ଏଠାରେ ଯିହୂଦୀ ନେତାମାନେ ଈଶ୍ବରଙ୍କୁ ସେମାନଙ୍କର ଆତ୍ମିକ ପିତା ସ୍ବରୁପ ଦାବୀ କରୁଛନ୍ତି I ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)