or_tn/jhn/08/36.md

1.2 KiB

if the Son sets you free, you will be truly free

ଏହା ସୂଚାଇଦିଏ ଯେ ଯୀଶୁ ପାପରୁ ମୁକ୍ତି ବିଷୟରେ କହୁଛନ୍ତି, ଯାହା ପାପ ନକରିବାକୁ ସକ୍ଷମ ହେବା ବିଷୟର ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯଦି ପୁତ୍ର ତୁମକୁ ମୁକ୍ତ କରନ୍ତି, ତୁମେ ପ୍ରକୃତରେ ପାପରୁ ନିବୃତ୍ତ ହେବା ନିମନ୍ତେ ସକ୍ଷମ ହେବ” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-metaphor]])

if the Son sets you free

ଈଶ୍ବରଙ୍କ ପୁତ୍ର ଯୀଶୁଙ୍କ ନିମନ୍ତେ “ପୁତ୍ର” ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I ଯୀଶୁ ଆପଣା ବିଷୟରେ କହୁଥିଲେ I ଅନ୍ୟ ଏକ ଅନୁବାଦରେ: “ଯଦି ମୁଁ. ପୁତ୍ରହୋଇ ତୁମ୍ଭମାନଙ୍କୁ ମୁକ୍ତ କରେ” (ଦେଖ: [[rc:///ta/man/translate/guidelines-sonofgodprinciples]] ଓ [[rc:///ta/man/translate/figs-123person]])