or_tn/jhn/08/24.md

828 B
Raw Permalink Blame History

you will die in your sins

ଈଶ୍ବର ତୁମ୍ଭମାନଙ୍କ ପାପ କ୍ଷମା କରିବା ବିନା ତୁମ୍ଭେମାନେ ମରିବ

that I AM

ସମ୍ଭାବିତ ଅର୍ଥଗୁଡିକ ୧) ଯୀଶୁ ଆପଣାକୁ ଯିହୋବା ଭାବେ ପରିଚୟ ଦେଉଛନ୍ତି, ଯେ କି ଆପଣାକୁ ମୋଶାଙ୍କ ନିକଟରେ “ଆମ୍ଭେ” ସ୍ବରୁପ ପରିଚୟ ଦେଇଥିଲେ କିମ୍ବା ) ସେ ଆପଣା ବିଷୟରେ “ମୁଁ ଉର୍ଦ୍ଧ୍ବରୁ ଆସିଅଛି” କହିବା ପୂର୍ବରୁ ଯାହା କହିଥିଲେ, ତାହା ଲୋକମାନେ ବୁଝନ୍ତୁ, ଏହା ଯୀଶୁ ଆଶା କରୁଥିଲେ”