or_tn/jhn/08/19.md

1.5 KiB
Raw Permalink Blame History

General Information:

ପଦରେ ଯୀଶୁ କଥା କହିବାରେ ଏକ ବିରତି ଅଛି, ଯେଉଁଥିରେ ଲେଖକ ଆମ୍ଭମାନଙ୍କୁ ଯୀଶୁ କେଉଁଠାରେ ଶିକ୍ଷା ଦେଉଥିଲେ ତା’ର ପୃଷ୍ଠଭୂମିର ସୂଚନା ଦେଉଛନ୍ତି I କେତେକ ଭାଷା ଯୋହନ ୮:୧୨ରେ ଉଲ୍ଲେଖ ଥିବା ଘଟଣାର ଏହି ଅଂଶର ପ୍ରାରମ୍ଭିକ ଅବସ୍ଥିତି ବିଷୟରେ ସୂଚନା ଦେବା ଆବଶ୍ୟକ କରିପାରନ୍ତି I (ଦେଖ: rc://*/ta/man/translate/writing-background)

You know neither me nor my Father; if you had known me, you would have known my Father also

ଯୀଶୁ ସୂଚାଇ ଦେଉଛନ୍ତି ଯେ ତାହାଙ୍କୁ ଜାଣିବାର ଅର୍ଥ ପିତାଙ୍କୁ ମଧ୍ୟ ଜାଣିବା I ଉଭୟ ପିତା ଓ ପୁତ୍ର ଈଶ୍ବର ଅଟନ୍ତି I “ପିତା” ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

my Father

ଏହା ଈଶ୍ବରଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)