or_tn/jhn/08/17.md

1.4 KiB

Connecting Statement:

ଯୀଶୁ ଆପଣା ବିଷୟରେ ଫାରୂଶୀ ଓ ଅନ୍ୟ ଲୋକମାନଙ୍କୁ କଥା କହିବା ଜାରି ରଖିଛନ୍ତି I

Yes, and in your law

“ହଁ” ଶବ୍ଦ ପ୍ରମାଣିତ କରୁଅଛି ଯେ ଯୀଶୁ ପୁର୍ବରୁ କହୁଥିବା କଥା ସହିତ ଏହାକୁ ସମ୍ପୃକ୍ତ କରନ୍ତି I

it is written

ଏହା କର୍ମବାଚ୍ୟର ଏକ ବାକ୍ୟାଂଶ ଅଟେ I ତୁମେ ହୁଏତ ଏହାକୁ ଏକ ବ୍ୟକ୍ତିଗତ ବିଷୟ ସହିତ କର୍ତ୍ତୃବାଚ୍ୟରେ ଅନୁବାଦ କରି ପାରିବ I ଅନ୍ୟ ଏକ ଅନୁବାଦରେ: “ମୋଶା ଲେଖିଥିଲେ”(ଦେଖ: rc://*/ta/man/translate/figs-activepassive)

the testimony of two men is true

ଏଠାରେ ତର୍କ ସୂଚାଉ ଅଛି ଯେ ଜଣେ ଅନ୍ୟଜଣେ ବ୍ୟକ୍ତିର ବାକ୍ୟକୁ ପରୀକ୍ଷା କରି ଦେଖି ପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ଦୁଇଜଣ ଲୋକ ସମାନ ବିଷୟ କହନ୍ତି, ତେବେ ଲୋକେ ଜାଣିବେ ଯେ ଏହା ସତ୍ୟ ଅଟେ” (ଦେଖ: rc://*/ta/man/translate/figs-explicit)