or_tn/jhn/08/13.md

788 B

You bear witness about yourself

ତୁମ୍ଭେ ଏସବୁ କେବଳଆପଣା ବିଷୟରେ କହୁଅଛ

your witness is not true

ଫାରୂଶୀମାନେ ସୂଚାଉଛନ୍ତି ଯେ କେବଳ ଜଣକର ସାକ୍ଷ୍ୟ ସତ୍ୟ ନୁହେଁ, କାରଣ ଏହାକୁ ଅନୁସନ୍ଧାନ କରାଯାଇପାରିବ ନାହିଁ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଆପଣାର ସାକ୍ଷୀ ହୋଇ ପାରିବନାହିଁ” କିମ୍ବା “ତୁମ୍ଭେମାନେ ଆପଣା ବିଷୟରେ କହୁଥିବା ବିଷୟ ସତ୍ୟ ହୋଇ ନପାରେ” (ଦେଖ: rc://*/ta/man/translate/figs-explicit)