or_tn/jhn/07/53.md

1.1 KiB

General Information:

ସବୁଠାରୁ ଉତ୍ତମ ପ୍ରାଚୀନ ଶାସ୍ତ୍ରରେ ୭:୫୩-୮:୧୧ ଏହି ଉକ୍ତି ନାହିଁ I ଯୋହନ ସମ୍ଭବତଃ ଏହାକୁ ଅନ୍ତର୍ଭୁକ୍ତ କରି ନଥିବା ଦର୍ଶାଇବା ନିମନ୍ତେ ULT ସେଗୁଡିକୁ ବର୍ଗ ବନ୍ଧନୀ ([])ରେ ପୃଥକ୍ କରି ଉଲ୍ଲେଖ କରି ଅଛନ୍ତି I ଅନୁବାଦକମାନଙ୍କୁ ସେଗୁଡିକୁ ଅନୁବାଦ କରିବା ନିମନ୍ତେ ଉତ୍ସାହିତ କରାଯାଇଛି, ବର୍ଗବନ୍ଧନୀରେ ପୃଥକ୍ ରଖିବା ନିମନ୍ତେ, ଓ ଯୋହନ ସୁସମାଚାରରେ ଲେଖାଯାଇଥବା ସଦୃଶ ଯୋହନ ୭:୫୩ ଏକ ପାଦଟୀକା ଅନ୍ତର୍ଭୁକ୍ତ କରିବା ନିମନ୍ତେ ଉତ୍ସାହିତ କରା ଯାଉଅଛି I (ଦେଖ: rc://*/ta/man/translate/translate-textvariants)