or_tn/jhn/07/52.md

1.4 KiB

Are you also from Galilee?

ଯିହୂଦୀ ନେତାମାନେ ଜାଣିଥିଲେ ଯେ ନୀକଦୀମ ଗାଲୀଲୀରୁ ଆସି ନଥିଲେ I ସେମାନେ ତାହାଙ୍କୁ ପରିହାସ କରିବା ଛଳରେ ଏହି ପ୍ରଶ୍ନ କରିଥିଲେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ମଧ୍ୟ ନିଶ୍ଚିତରୂପେ ଗାଲୀଲୀରୁ ଆସିଥିବା ସେହି ନୀଚ ଲୋକମାନଙ୍କ ମଧ୍ୟରୁ ଜଣେ ହୋଇଥିବ !” (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-explicit]])

Search and see

ଏହା ଏକ ଶବ୍ଦର ବିଲୋପ ଅଟେ I ତୁମେମାନେ ହୁଏତ ସୁଚନା ସମ୍ପୃକ୍ତ କରିପାର ଯାହା ଦେଖାଯାଏ ନାହି I ଅନ୍ୟ ଏକ ଅନୁବାଦରେ: “ଶାସ୍ତ୍ରରେ କଅଣ ଲେଖାଅଛି, ତାହା ଯତ୍ନ ସହକାରେ ଅନ୍ବେଷଣ କର ଓ ପାଠ କର” (ଦେଖ: rc://*/ta/man/translate/figs-ellipsis)

no prophet comes from Galilee

ଏହା ସମ୍ଭବତଃ ଯୀଶୁ ଗାଲୀଲୀରେ ଜନ୍ମ ହୋଇଥିବା ବିଶ୍ବାସ କରିବା ନିମନ୍ତେ ବୁଝାଏ I