or_tn/jhn/07/51.md

1.4 KiB

Does our law judge a man ... what he does?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ଯିହୂଦୀ ବ୍ୟବସ୍ଥା ଜଣେ ବ୍ୟକ୍ତିକୁ ବିଚାର କରିବାକୁ ଅନୁମତି ଦିଏ ନାହିଁ ... ଯାହା ସେ କରନ୍ତି !” (ଦେଖ: rc://*/ta/man/translate/figs-rquestion)

Does our law judge a man

ଏଠାରେ ନୀକଦୀମ ବ୍ୟବସ୍ଥା ବିଷୟରେ କହୁଛନ୍ତି ଯେପରି ଏହା ଜଣେ ବ୍ୟକ୍ତି ଥିଲେ I ଯଦି ତିମ ଭାଷାରେ ଏହା ସ୍ବାଭାବିକ ନୁହେଁ, ତେବେ ତୁମେ ଏହାକୁ ଏକ ବ୍ୟକ୍ତିଗତ ବିଷୟ ସହିତ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ; “ଆମ୍ଭେମାନେ କି ଜଣେ ବ୍ୟକ୍ତିର ବିଚାର କରୁ” କିମ୍ବା “ଆମ୍ଭେମାନେ ଜଣେ ବ୍ୟକ୍ତିର ବିଚାର କରୁନାହୁଁ” (ଦେଖ: rc://*/ta/man/translate/figs-personification)