or_tn/jhn/07/48.md

610 B

Have any of the rulers believed in him, or any of the Pharisees?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ନେତାମାନଙ୍କ ମଧ୍ୟରୁ କିମ୍ବା ଫାରୂଶୀମାନଙ୍କ ମଧ୍ୟରୁ କେହି କେବେ ତାହାଙ୍କଠାରେ ବିଶ୍ବାସ କରି ନାହାନ୍ତି!”(ଦେଖ: rc://*/ta/man/translate/figs-rquestion)