or_tn/jhn/07/46.md

939 B

Never has anyone spoken like this

ଯୀଶୁଙ୍କ କଥା ଦ୍ବାରା ସେମାନେ କେତେ ପ୍ରଭାବିତ ହୋଇଥିଲେ, ତାହା ଦର୍ଶାଇବା ନିମନ୍ତେ ପଦାତିକମାନେ ଅତିରଞ୍ଜିତ କରୁ ଅଛନ୍ତି I ତୁମକୁ ସ୍ପଷ୍ଟ କରିବାକୁ ପଡି ପାରେ ଯେ ପଦାତିକମାନେ ସବୁ ସ୍ଥାନରେ ଓ ସବୁ ସମୟରେ ସମସ୍ତେ କହିଥବା ସମସ୍ତ ବିଷୟ ଜାଣିଥିବା ଦାବୀ କରୁ ନାହାନ୍ତି I “ଆମ୍ଭେମାନେ ଏହି ବ୍ୟକ୍ତି ପରି ଏତେ ଚମତ୍କାର ବିଷୟ କେହିକେବେ କହିଥିବା ଶୁଣିନାହୁଁ !”(ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-hyperbole]])