or_tn/jhn/07/44.md

508 B

but no one laid hands on him

ଜଣକ ଉପରେ ହସ୍ତ ସ୍ଥାପନ କରିବା ଏକ ରୂଢ଼ି ଅଟେ, ଯାହାର ଅର୍ଥ ତାହାଙ୍କୁ ଟାଣି ଆଣିବା ବା ତାଙ୍କୁ ଧରି ରଖିବା I ଅନ୍ୟ ଏକ ଅନୁବାଦରେ: “କିନ୍ତୁ କେହି ତାହାଙ୍କୁ ଧରିବା ନିମନ୍ତେ ହାତ ଦେଲେନାହିଁ” (ଦେଖ: rc://*/ta/man/translate/figs-idiom)