or_tn/jhn/07/42.md

1.2 KiB

Have the scriptures not said that the Christ will come from the descendants of David and from Bethlehem, the village where David was?

ଏହି ଟିପ୍ପଣୀର ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ଶାସ୍ତ୍ର ଶିକ୍ଷା ଦିଏ ଯେ ଖ୍ରୀଷ୍ଟ ଦାଉଦଙ୍କ ବଂଶରୁ ଓ ବେଥଲିହିମରୁ ଆସିବେ, ଯେଉଁ ଗ୍ରାମରେ ଦାଉଦ ବାସ କରୁଥିଲେ !” (ଦେଖ: rc://*/ta/man/translate/figs-rquestion)

Have the scriptures not said

ଶାସ୍ତ୍ର ସମ୍ବନ୍ଧରେ କୁହାଯାଏ ଯେପରି ତାହା ଜଣେ ବ୍ୟକ୍ତି କହୁଥିବା ସଦୃଶ ଅଟେ I ଅନ୍ୟ ଏକ ଅନୁବାଦରେ: “ଶାସ୍ତ୍ରରେ ଭାବବାଦୀମାନେ ଲେଖିଥିଲେ” (ଦେଖ: rc://*/ta/man/translate/figs-personification)

where David was

ଯେଉଁଠାରେ ଦାଉଦ ବାସ କରୁଥିଲେ