or_tn/jhn/07/40.md

720 B

This is indeed the prophet

ଏହା କହିବା ଦ୍ବାରା, ଲୋକମାନେ ସୂଚାଇ ଦେଉଛନ୍ତି ଯେ ଈଶ୍ବର ପ୍ରେରଣ କରିବା ନିମନ୍ତେ ପ୍ରତିଜ୍ଞା କରିଥିବା ମୋଶାଙ୍କ ସଦୃଶ ଭାବବାଦୀଙ୍କୁ ସେମାନେ ବିଶ୍ବାସ କରନ୍ତି I ଅନ୍ୟ ଏକ ଅନୁବାଦରେ: “ଏ ପ୍ରକୃତରେ ମୋଶାଙ୍କ ସଦୃଶ ଜଣେ ଭାବବାଦୀ ଅଟନ୍ତି, ଯାହାଙ୍କୁ ଆମ୍ଭେମାନେ ଅପେକ୍ଷା କରୁଥିଲୁ” (ଦେଖ: rc://*/ta/man/translate/figs-explicit)