or_tn/jhn/07/38.md

1.4 KiB
Raw Permalink Blame History

He who believes in me, just as the scripture says

ଶାସ୍ତ୍ରର ଉକ୍ତି ପ୍ରମାଣେ ଯେ ମୋଠାରେ ବିଶ୍ବାସ କରେ

rivers of living water will flow

“ଜୀବନ୍ତ ଜଳସ୍ରୋତ” ଏକ ରୂପକ ଅଟେ, ଯାହା ଆତ୍ମିକ ଭାବରେ “ତୃଷିତ” ଲୋକମାନଙ୍କୁ ଯୀଶୁ ପ୍ରଦାନ କରୁଥିବା ଜୀବନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆତ୍ମିକ ଜୀବନ ଜୀବନ୍ତ ଜଳସ୍ରୋତ ସଦୃଶ ପ୍ରବାହିତ ହେବ” (ଦେଖ: rc://*/ta/man/translate/figs-metaphor)

living water

ସମ୍ଭାବିତ ଅର୍ଥଗୁଡିକ ୧) ଜଳ ଯାହା ଜୀବନ ଦିଏ” କିମ୍ବା ) “ଜଳ ଯାହା ଲୋକମାନଙ୍କୁ ଜୀବନ ଦିଏ I” (ଦେଖ: rc://*/ta/man/translate/figs-metaphor)

from his stomach

ଏଠାରେ ଉଦର ମନୁଷ୍ୟର ଅନ୍ତରସ୍ଥ ବିଷୟକୁ, ଅର୍ଥାତ୍ ବିଶେଷକରି ଜଣେ ବ୍ୟକ୍ତିର ଅଣ-ଶାରୀରିକ ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାର ଅନ୍ତର ମଧ୍ୟରୁ” କିମ୍ବା “ତାହାର ହୃଦୟରୁ” (ଦେଖ: rc://*/ta/man/translate/figs-metonymy)