or_tn/jhn/07/36.md

531 B

What is this word that he said

ଏହି “ବାକ୍ୟ” ଏକ ରୂପକ ଅଟେ ଯାହା ଯୀଶୁ କହିଥିବା ବାର୍ତ୍ତାର ଅର୍ଥକୁ ବୁଝାଏ, ଯାହା ଯିହୂଦୀ ନେତାମାନେ ବୁଝିବାକୁ ଅକ୍ଷମ ଥିଲେ I ଅନ୍ୟ ଏକ ଅନୁବାଦରେ: “ସେ ଏହା କହିବା ସମୟରେ କେଉଁ ବିଷୟରେ କହୁଥିଲେ” (ଦେଖ: rc://*/ta/man/translate/figs-metonymy)