or_tn/jhn/07/35.md

753 B

The Jews therefore said among themselves

“ଯିହୂଦୀମାନେ” ଏକ ରୂପକ ଅଟେ ଯାହା ଯିହୁଦୀମାନଙ୍କ ନେତାମାନଙ୍କୁ ବୁଝାଏ ଯେଉଁମାନେ ଯୀଶୁଙ୍କୁ ବିରୋଧ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ ପରସ୍ପର କୁହାକୁହି ହେଲେ” (ଦେଖ: rc://*/ta/man/translate/figs-synecdoche)

the dispersion

ଏହା ପାଲେଷ୍ଟାଇନର ବାହାରେ, ସମଗ୍ର ଗ୍ରୀକ୍ ଜଗତରେ ବିଚ୍ଛିନ୍ନ ହୋଇଥିବା ଯିହୂଦୀମାନଙ୍କୁ ବୁଝାଏ I