or_tn/jhn/07/30.md

531 B

his hour had not yet come

“ସମୟ” ଶବ୍ଦ ଏକ ରୂପକ ଅଟେ ଯାହା ଈଶ୍ବରଙ୍କ ଯୋଜନା ଅନୁସାରେ, ଯୀଶୁଙ୍କୁ ଗିରଫ କରିବା ନିମନ୍ତେ ଉପଯୁକ୍ତ ସମୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ଧରାଯିବା ନିମନ୍ତେ ଏହା ଉପଯୁକ୍ତ ସମୟ ନଥିଲା” (ଦେଖ: rc://*/ta/man/translate/figs-metonymy)