or_tn/jhn/07/26.md

942 B

they say nothing to him

ଏହା ସୂଚାଉଅଛି ଯେ ଯିହୂଦୀ ନେତାମାନେ ଯୀଶୁଙ୍କୁ ବିରୋଧ କରୁ ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ତାହାଙ୍କ ବିରୁଦ୍ଧରେ କିଛି କହୁ ନାହାନ୍ତି” (ଦେଖ: rc://*/ta/man/translate/figs-explicit)

It cannot be that the rulers indeed know that this is the Christ, can it?

ଏହି ଟିପ୍ପଣୀକୁ ଗୁରୁତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ହୁଏତ ସେମାନେ ସ୍ଥିର କରିଛନ୍ତି ଯେ ସେ ପ୍ରକୃତରେ ମସୀହ ଅଟନ୍ତି !” (ଦେଖ: rc://*/ta/man/translate/figs-rquestion)