or_tn/jhn/07/22.md

12 lines
862 B
Markdown

# not that it is from Moses, but from the ancestors
ଏଠାରେ ଯୋହନ ସୁନ୍ନତ ସମ୍ବନ୍ଧରେ ଅତିରିକ୍ତ ସୂଚନା ଦେଉଛନ୍ତି I (ଦେଖ: [[rc://*/ta/man/translate/writing-background]])
# on the Sabbath you circumcise a man
ଯୀଶୁ ସୂଚାଉଛନ୍ତି ଯେ ସୁନ୍ନତ ମଧ୍ୟ କ୍ରିୟାକର୍ମ ସହିତ ଜଡିତ ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ବିଶ୍ରାମବାରରେ ପୁରୁଷ ଶିଶୁକୁ ସୁନ୍ନତ କରୁଅଛ I ତାହା ମଧ୍ୟ ଏକ କ୍ରିୟାକର୍ମ ଅଟେ I (ଦେଖ: [[rc://*/ta/man/translate/figs-explicit]])
# on the Sabbath
ଯିହୂଦୀମାନଙ୍କ ବିଶ୍ରାମବାରରେ