or_tn/jhn/07/15.md

644 B

How does this man know so much?

ଯୀଶୁଙ୍କ ଅଧିକ ଜ୍ଞାନରେ ଯିହୂଦୀ ନେତାମାନଙ୍କ ଆଶ୍ଚର୍ଯ୍ୟ ହେବା ବିଷୟକୁ ଗୁରୁତ୍ବ ଦେବା ନିମନ୍ତେ ଏହି ଟିପ୍ପଣୀକୁ ଗୋଟିଏ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ସେ ସମ୍ଭବତଃ ଶାସ୍ତ୍ର ସମ୍ବନ୍ଧରେ ଏତେ ବେଶି ଜାଣି ପାରିବେ ନାହିଁ !” (ଦେଖ: rc://*/ta/man/translate/figs-rquestion)