or_tn/jhn/07/11.md

509 B

The Jews were looking for him

ଏଠାରେ ଯିହୁଦୀ ନେତାମାନଙ୍କ ନିମନ୍ତେ “ଯିହୂଦୀମାନେ” ଶବ୍ଦ ଏକ ରୁପକ ଅଟେ I “ତାହାଙ୍କୁ’ ଶବ୍ଦ ଯୀଶୁଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନେ ଯୀଶୁଙ୍କ ଅନ୍ବେଷଣ କରୁଥିଲେ” (ଦେଖ: rc://*/ta/man/translate/figs-synecdoche)