or_tn/jhn/07/10.md

1.0 KiB

General Information:

ବିବରଣୀର ଅବସ୍ଥିତି ପରିବର୍ତ୍ତନ ହୋଇ ଯାଇଛି, ଯୀଶୁ ଓ ତାହାଙ୍କ ଭାଇମାନେ ବର୍ତ୍ତମାନ ପର୍ବ ପାଳନ କରୁଛନ୍ତି I

when his brothers had gone up to the festival

ଏହି “ଭାଇମାନେ” ଯୀଶୁଙ୍କ କନିଷ୍ଠ ଥିଲେ I

he also went up

ଯିରୂଶାଲମ ଗାଲୀଲୀ ଅପେକ୍ଷା ଉଚରେ ଥିଲା, ଯେଉଁଠାରେ ଯୀଶୁ ଓ ତାହାଙ୍କ ଭାଇମାନେ ପୁର୍ବରୁ ଥିଲେ I

not publicly but in secret

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ I ଗୁରୁତ୍ବ ଦେବା ନିମନ୍ତେ ଚିନ୍ତାଧାରାକୁ ପୁନର୍ବାର କୁହାଯାଇଛି I ଅନ୍ୟ ଏକ ଅନୁବାଦରେ: “ଅତି ଗୋପନରେ” (ଦେଖ: rc://*/ta/man/translate/figs-doublet)