or_tn/jhn/07/08.md

663 B

Connecting Statement:

ଯୀଶୁ ଆପଣା ଭାଇମାନଙ୍କ ସହିତ କଥାବାର୍ତ୍ତା କରି ଚାଲିଛନ୍ତି I

my time has not yet been fulfilled

ଏଠାରେ ଯୀଶୁ ସୂଚାଇ ଦେଉଛନ୍ତି ଯେ ଯଦି ସେ ଯିରୂଶାଲମକୁ ଯିବେ, ତାହାଙ୍କ କାର୍ଯ୍ୟ ସମାପ୍ତ କରିବେ I ଅନ୍ୟ ଏକ ଅନୁବାଦରେ: “ଏହା ଯିରୂଶାଲମକୁ ଯିବା ମୋ ନିମନ୍ତେ ଉପଯୁକ୍ତ ସମୟ ନୁହେଁ” (ଦେଖ: rc://*/ta/man/translate/figs-explicit)