or_tn/jhn/07/06.md

762 B

My time has not yet come

“ସମୟ” ଶବ୍ଦ ଏକ ରୂପକ ଅଟେ I ଯୀଶୁ ସୂଚାଇ ଦେଉଛନ୍ତି ଯେ ଆପଣାର ସେବାକାର୍ଯ୍ୟ ସମାପ୍ତ କରିବା ନିମନ୍ତେ ଏହା ଉପଯୁକ୍ତ ସମୟ ନୁହେଁ I ଅନ୍ୟ ଏକ ଅନୁବାଦରେ: “ଏହା ମୋହର କାର୍ଯ୍ୟ ସମାପ୍ତ କରିବା ନିମନ୍ତେ ଏକ ଉପଯୁକ୍ତ ସମୟ ନୁହେଁ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-explicit]])

your time is always ready

ଯେକୌଣସି ସମୟ ତୁମ୍ଭମାନଙ୍କ ନିମନ୍ତେ ଭଲ ଅଟେ