or_tn/jhn/06/63.md

997 B
Raw Permalink Blame History

profits

“ଲାଭଜନକ” ଶବ୍ଦର ଅର୍ଥ ମଙ୍ଗଳ ବିଷୟ ସବୁ ଘଟାଇବା I

words

ସମ୍ଭାବିତ ଅର୍ଥଗୁଡିକ ୧) ଯୋହନ ୬:୩୨-୫୮ରେ ଉଲ୍ଲେଖଥିବା ଯୀଶୁଙ୍କର ବାକ୍ୟ କିମ୍ବା ) ଯୀଶୁ ଶିକ୍ଷା ଦେଉଥିବା ସମସ୍ତ ବିଷୟ I (ଦେଖ: rc://*/ta/man/translate/figs-metonymy)

The words that I have spoken to you

ମୁଁ ତୁମ୍ଭମାନଙ୍କୁ ଯାହା ସମସ୍ତ କହିଅଛି

are spirit, and they are life

ସମ୍ଭାବିତ ଅର୍ଥଗୁଡିକ ୧) “ଆତ୍ମା ଓ ଅନନ୍ତଜୀବନ ବିଷୟରେ” କିମ୍ବା ) “ଆତ୍ମାଙ୍କଠାରୁ ଓ ତାହା ଅନନ୍ତ ଜୀବନ ଦିଏ” କିଅବା ୩) “ଆତ୍ମିକ ବିଷୟ ଓ ଜୀବନ ବିଷୟରେ I”