or_tn/jhn/06/62.md

853 B

Then what if you should see the Son of Man going up to where he was before?

ତାହାଙ୍କ ଶିଷ୍ୟମାନେ ଅନ୍ୟ ବିଷୟସବୁ ମଧ୍ୟ ବୁଝିବାକୁ କଷ୍ଟହେବା ଦେଖିବା ସ୍ବରୁପ ଗୁରୁତ୍ବ ଦେବା ନିମନ୍ତେ ଯୀଶୁ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତେବେ, ଯେତେବେଳେ ତୁମ୍ଭେମାନେ ମୋତେ, ଅର୍ଥାତ୍, ମନୁଷ୍ୟପୁତ୍ରଙ୍କୁ ସ୍ବର୍ଗକୁ ଆରୋହଣ କରିବା ଦେଖିବ, କଅଣ ଭାବିବ, ଜାଣିପାରିବ ନାହିଁ !” (ଦେଖ: rc://*/ta/man/translate/figs-rquestion)