or_tn/jhn/06/60.md

972 B

Connecting Statement:

ଯୀଶୁ ଲୋକମାନଙ୍କୁ କହୁଥିବା ସମୟରେ ଶିଷ୍ୟମାନଙ୍କ ମଧ୍ୟରୁ କେତେକ ଏକ ପ୍ରଶ୍ନ କରୁଛନ୍ତି ଓ ଯୀଶୁ ଉତ୍ତର ଦେଉଛନ୍ତି I

who can accept it?

ଯୀଶୁ ଯାହା କହିଥିଲେ, ତାହା ବୁଝିବା ନିମନ୍ତେ ଶିଷ୍ୟମାନଙ୍କୁ କଷ୍ଟ ହୋଇଥିବା ବିଷୟକୁ ଗୁରୁତ୍ବ ଦେବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “କେହି ଏହା ଗ୍ରହଣ କରି ପାରିବେ ନାହିଁ !” କିମ୍ବା “ଏହା ବୁଝିବାକୁ ଅତି କଷ୍ଟକର ଅଟେ !” (ଦେଖ: rc://*/ta/man/translate/figs-rquestion)