or_tn/jhn/06/58.md

1.7 KiB

This is the bread that has come down from heaven

ଯୀଶୁ ଆପଣା ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ସ୍ବର୍ଗରୁ ଆସିଥିବା ସେହି ଆହାର” (ଦେଖ: rc://*/ta/man/translate/figs-123person)

This is the bread that has come down from heaven

ଜୀବନ ଦେଉଥିବା ବିଷୟ ନିମନ୍ତେ ଆହାର ଏକ ରୂପକ ଅଟେ I ଯାହାହେଉ, ଯିହୂଦୀମାନେ ଏହା ବୁଝିପାରି ନଥିଲେ I ଏହି ରୂପକର ଅର୍ଥକୁ ଯୀଶୁଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ କର ନାହିଁ I (ଦେଖ: rc://*/ta/man/translate/figs-metaphor)

He who eats this bread

ଯୀଶୁ ଆପଣା ସମ୍ବନ୍ଧରେ “ଏହି ଆହାର” ହେବା କହୁଥିଲେ I ଅନ୍ୟ ଏକ ଅନୁବାଦରେ: “ଯେ ମୋତେ ଆହାର ସ୍ବରୂପ ଭୋଜନ କରେ” (ଦେଖ: rc://*/ta/man/translate/figs-123person)

He who eats this bread

ଏଠାରେ “ରୋଟୀ ଭୋଜନ କର” ଯୀଶୁଙ୍କଠାରେ ଭରସା କରିବା ନିମନ୍ତେ ଏକ ରୂପକ ଅଟେ I ଯାହାହେଉ, ଯିହୂଦୀମାନେ ଏହା ବୁଝିପାରି ନଥିଲେ I ଏହି ରୂପକର ଅର୍ଥକୁ ଯୀଶୁଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ କର ନାହିଁ I (ଦେଖ: rc://*/ta/man/translate/figs-metaphor)

the fathers

ପିତୃପୁରୁଷଗଣ କିମ୍ବା “ପୂର୍ବପୁରୁଷଗଣ”