or_tn/jhn/06/57.md

922 B
Raw Permalink Blame History

so he who eats me

“ମୋତେ ଭୋଜନ କରେ” ଯୀଶୁଙ୍କଠାରେ ଭରସା କରିବା ନିମନ୍ତେ ଏକ ରୂପକ ଅଟେ I ଯାହାହେଉ, ଯିହୂଦୀମାନେ ଏହା ବୁଝିପାରି ନଥିଲେ I ଏହି ରୂପକର ଅର୍ଥକୁ ଯୀଶୁଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ କର ନାହିଁ I (ଦେଖ: rc://*/ta/man/translate/figs-metaphor)

living Father

ସମ୍ଭାବିତ ଅର୍ଥଗୁଡିକ ୧) “ପିତା, ଯେ କି ଜୀବନ ଦିଅନ୍ତି” ) ପିତା, ଯେ କି ଜୀବିତ ଅଟନ୍ତି I”

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)