or_tn/jhn/06/55.md

677 B

my flesh is true food ... my blood is true drink

“ପ୍ରକୃତ ଆହାର” ଓ “ପ୍ରକୃତ ପାନୀୟ” ବାକ୍ୟାଂଶଗୁଡିକ ରୂପକ ଅଟେ, ଯାହାର ଅର୍ଥ ତାହାଙ୍କଠାରେ ଭରସା କରୁଥିବା ଲୋକମାନଙ୍କୁ ଯୀଶୁ ଜୀବନ ଦେବେ I ଯାହାହେଉ, ଯିହୂଦୀମାନେ ଏହା ବୁଝିପାରି ନଥିଲେ I ଏହି ରୂପକର ଅର୍ଥକୁ ଯୀଶୁଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ କର ନାହିଁ I (ଦେଖ: rc://*/ta/man/translate/figs-metaphor)