or_tn/jhn/06/54.md

1.6 KiB

Connecting Statement:

ଯୀଶୁ ତାହାଙ୍କର କଥା ଶୁଣୁଥିବା ସମସ୍ତଙ୍କୁ କଥା କହିବା ଜାରି ରଖିଛନ୍ତି I

Whoever eats my flesh and drinks my blood has everlasting life

“ମୋହର ମାଂସ ଭୋଜନ କରିବା” ଓ “ରକ୍ତ ପାନ କରିବା” ବାକ୍ୟାଂଶ ଯୀଶୁଙ୍କଠାରେ ଭରସା କରିବାର ରୂପକ ଅଟେ I ଯେପରି ଲୋକମାନେ ବଞ୍ଚିବା ନିମନ୍ତେ ଖାଦ୍ୟ ଓ ପାନୀୟ ଆବଶ୍ୟକ କରନ୍ତି, ସେହିପରି ଲୋକମାନେ ଅନନ୍ତ ଜୀବନ ପ୍ରପ୍ତ କରିବା ନିମନ୍ତେ ଯୀଶୁଙ୍କୁ ଆବଶ୍ୟକ କରନ୍ତି I ଯାହାହେଉ, ଯିହୂଦୀମାନେ ଏହା ବୁଝିପାରି ନଥିଲେ I ଏହି ରୂପକର ଅର୍ଥକୁ ଯୀଶୁଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ କର ନାହିଁ I (ଦେଖ: rc://*/ta/man/translate/figs-metaphor)

raise him up

ଏଠାରେ ଉଠାଇବା ଏକ ରୂଢ଼ି ଅଟେ, ଯାହା ଜଣେ ମୃତ ବ୍ୟକ୍ତିକୁ ପୁନର୍ବାର ଜୀବିତ କରିବା ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପୁନର୍ବାର ତାହାକୁ ଜୀବିତ କରାଇବା”(ଦେଖ: rc://*/ta/man/translate/figs-idiom)

at the last day

ଯେଉଁ ଦିନ ଈଶ୍ବର ସମସ୍ତଙ୍କ ବିଚାର କରିବେ