or_tn/jhn/06/52.md

1.0 KiB

Connecting Statement:

ଉପସ୍ଥିତ କେତେକ ଯିହୂଦୀ ପରସ୍ପର ମଧ୍ୟରେ ବଚସା କରିବାକୁ ଲାଗିଲେ ଓ ଯୀଶୁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି I

How can this man give us his flesh to eat?

ଯୀଶୁ ଆପଣା “ମାଂସ” ବିଷୟରେ କହିବା ସମ୍ବନ୍ଧରେ ଯିହୂଦୀ ନେତାମାନେ ନକାରାତ୍ମକ ଭାବରେ ପ୍ରତିକ୍ରିୟା କରିଥିବା ବିଷୟକୁ ଗୁରୁତ୍ବ ଦେବା ନିମନ୍ତେ ଏହି ଟିପ୍ପଣୀକୁ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ଏହି ଲୋକଟି କୌଣସି ପ୍ରକାରେ ଆମ୍ଭମାନଙ୍କୁ ଆପଣାର ମାଂସ ଖାଇବାକୁ ଦେଇପାରିବ ନାହିଁ !” (ଦେଖ: rc://*/ta/man/translate/figs-rquestion)