or_tn/jhn/06/51.md

591 B

living bread

ଏହାର ଅର୍ଥ “ଲୋକମାନଙ୍କୁ ଜୀବିତ ରଖୁଥିବା ଆହାର” (ଯୋହନ ୬:୩୫) I

for the life of the world

ଏଠାରେ “ଜଗତ” ଏକ ରୂପକ ଅଟେ ଯାହା ଜଗତରେ ବାସ କରୁଥିବା ସମସ୍ତ ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେ ଜଗତର ସମସ୍ତ ଲୋକମାନଙ୍କୁ ଜୀବନ ଦେବେ” (ଦେଖ: rc://*/ta/man/translate/figs-metonymy)