or_tn/jhn/06/48.md

846 B

I am the bread of life

ଯେପରି ଆମ୍ଭମାନଙ୍କ ଶାରୀରିକ ଜୀବନ ନିମନ୍ତେ ରୋଟୀ ଆବଶ୍ୟକ ଅଟେ, ଆମ୍ଭମାନଙ୍କ ଆତ୍ମିକ ଜୀବନ ନିମନ୍ତେ ଯୀଶୁଙ୍କର ଆବଶ୍ୟକ ଅଛି I ଦେଖ ତୁମେ ଏହାକୁ କିପରି ଯୋହନ ୬:୩୫ରେ ଅନୁବାଦ କରିଅଛ I ଅନ୍ୟ ଏକ ଅନୁବାଦରେ: “ଯେପରି ଖାଦ୍ୟ ତୁମ୍ଭମାନଙ୍କୁ ଶାରୀରିକ ଭାବରେ ଜୀବିତ ରଖେ, ସେପରି ମୁଁ ତୁମ୍ଭମାନଙ୍କୁ ଆତ୍ମିକ ଜୀବନ ଦେବି, ଯାହା ଚିରକାଳ ରହିବ” (ଦେଖ: rc://*/ta/man/translate/figs-metaphor)