or_tn/jhn/06/45.md

1.1 KiB

It is written in the prophets

ଏହା ଏକ କର୍ମବାଚ୍ୟ ଉକ୍ତି ଅଟେ, ଯାହା କର୍ତ୍ତୃବାଚ୍ୟରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଭାବବାଦୀମାନେ ଲେଖିଥିଲେ” (ଦେଖ: rc://*/ta/man/translate/figs-activepassive)

Everyone who has heard and learned from the Father comes to me

ଯିହୂଦୀମାନେ ଭାବୁଥିଲେ ଯେ ଯୀଶୁ “ଯୋସେଫଙ୍କ ପୁଅ” ଥିଲେ (ଯୋହନ ୬:୪୨), କିନ୍ତୁ ସେ ଈଶ୍ବରଙ୍କ ପୁତ୍ର ଥିଲେ, କାରଣ ତାହାଙ୍କର ପିତା ଈଶ୍ବର ଥିଲେ, ଯୋସେଫ ନଥିଲେ I ଯେଉଁମାନେ ପ୍ରକୃତରେ ଈଶ୍ବରଙ୍କଠାରୁ ଶିକ୍ଷା ପ୍ରାପ୍ତ ହେଉଥିଲେ, ସେମାନେ ଯୀଶୁଙ୍କଠାରେ, ଅର୍ଥାତ୍, ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ବାସ କରୁଥିଲେ I