or_tn/jhn/06/37.md

1.0 KiB

Everyone whom the Father gives me will come to me

ପିତା ଈଶ୍ବର ଓ ପୁତ୍ର ଈଶ୍ବର ସେମାନଙ୍କୁ ପରିତ୍ରାଣ କରିବେ, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ I (ଦେଖ: rc://*/ta/man/translate/guidelines-sonofgodprinciples)

Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

he who comes to me I will certainly not throw out

ଗୁରୁତ୍ବ ଦେବା ଅର୍ଥର ବିପରୀତ ବିଷୟକୁ ଏହି ବାକ୍ୟ ପ୍ରକାଶ କରେ I ଅନ୍ୟ ଏକ ଅନୁବାଦରେ: “ଯେଉଁ ସମସ୍ତେ ମୋ ନିକଟକୁ ଆସନ୍ତି, ମୁଁ ସେମାନଙ୍କୁ ରକ୍ଷା କରିବି” (ଦେଖ: rc://*/ta/man/translate/figs-litotes)