or_tn/jhn/06/33.md

409 B

gives life to the world

ଜଗତକୁ ଆତ୍ମିକ ଜୀବନ ଦିଅନ୍ତି

the world

ଏଠାରେ “ଜଗତ” ଜଗତର ସମଗ୍ର ଲୋକମାନଙ୍କ ନିମନ୍ତେ ଏକ ରୂପକ ଅଟେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି I (ଦେଖ: rc://*/ta/man/translate/figs-metonymy)