or_tn/jhn/06/32.md

12 lines
916 B
Markdown

# Truly, truly
ଦେଖ ତୁମେ ଏହାକୁ କିପରି [ଯୋହନ ୧:୫୧](../01/51.md)ରେ ଅନୁବାଦ କରିଅଛ I
# it is my Father who is giving you the true bread from heaven
“ପ୍ରକୃତ ଆହାର” ଯୀଶୁଙ୍କ ନିମନ୍ତେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ପିତା ତୁମ୍ଭମାନଙ୍କୁ ସ୍ବର୍ଗରୁ ପ୍ରକୃତ ଆହାର ସ୍ବରୁପ ଆପଣା ପୁତ୍ରଙ୍କୁ ଦେଇଛନ୍ତି” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/guidelines-sonofgodprinciples]])
# my Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])