or_tn/jhn/06/27.md

1.4 KiB

eternal life which the Son of Man will give you, for God the Father has set his seal on him

ପିତା ଈଶ୍ବର ଯୀଶୁଙ୍କୁ ମନୁଷ୍ୟ ପୁତ୍ର ହେବା ନିମନ୍ତେ ତାହାଙ୍କ ସ୍ବୀକୃତି ପ୍ରଦାନ କଲେ, ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କଲେ I

Son of Man ... God the Father

ଏଗୁଡିକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି, ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: rc://*/ta/man/translate/guidelines-sonofgodprinciples)

has set his seal on him

କୌଣସି ବସ୍ତୁ ଉପରେ “ମୁଦ୍ରାଙ୍କିତ କରିବା”ର ଅର୍ଥ ଯେ ଏହା କାହାର ତାହା ଦର୍ଶାଇବା ନିମନ୍ତେ ଏହା ଉପରେ ଏକ ଚିହ୍ନ ସ୍ଥାପନ କରାଯାଏ I ଏହାର ଅର୍ଥ ଯେ ପୁତ୍ର ପିତାଙ୍କର ଅଟନ୍ତି ଓ ପିତା ସର୍ବତୋଭାବେ ତାହାଙ୍କୁ ସ୍ବୀକୃତି ଦିଅନ୍ତି I (ଦେଖ: rc://*/ta/man/translate/figs-metaphor)